ବର୍ଷା ଏକ ସ୍ମୃତି ସେଇ ପିଲାଦିନର କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର I ଅସରାଏ ବର୍ଷୀଯିବା ପରେ ଭଉଣୀ ଭାଇ ଆମ୍ବ ଘୃଣା ନାହିଁ କରିବାର ଭାଇ ଗୋଟେ ଉତ୍ସବ. ଭାଇ ଏମିତି ଏକ ସଂପର୍କ ଯାହା ଅନେକ ସମୟରେ ମତେ କାନ୍ଦକାନ୍ଦ କରିଦିଏ. ବହୁଦିନ ହେଲା ଭାଇ ସହ କଥା ହୋଇନି କିନ୍ତୁ ତା ସହ ଅନୁଭବ ସେମିତି ଅଛି. କିନ୍ତୁ ଭାଇ ବଦଳିନି. ଶାସନ ବିନାଶ ସହ ପ୍ରଶ୍ନ ଇଶ୍ବର

Oriya ଆମ୍ବବାଡିରୁ ଆମ୍ବ ଗୋଟେଇ ଭାଇ ସହ ଭାଗିଦାରୀ କରିବାର I Poems